Paramananda He Madhava #
Krsna Kirtana Songs est. 2001 www.kksongs.org
Home ⇒ Song Lyrics ⇒ P
Song Name: Paramananda He Madhava
Official Name: None
Author: Jagannatha Dasa
Book Name: None
Language: Odia
LYRICS:
(୧)
ପରମାନନ୍ଦ ହେ ମାଧଵ
ପାଦୁନ୍ଗଲୁଚୀ ମକରାଣ୍ଡ
(୨)
ସେ-ମକରାଣ୍ଡ ପନ-କରି
ଆନନ୍ଦେ ବୋଲୋ ’ହରି ହରି’
(୩)
ହରିଙ୍କ ନାମେ ଵନ୍ଧ ଵେଲ
ପରି କରିଵେ ଚକ-ଦୋଲ
(୪)
ସେ-ଚକ-ଦୋଲାଙ୍କ-ପାଯାରେ
ମନ-ମୋ ରହୁ ନିରନ୍ତରେ
(୫)
ମନ ମୋ ନିରନ୍ତରେ ରହୂ
’ହା-କୃଷ୍ଣ’ ବୋଲି ଜିଵା ଜାଉ
ମୋତେ ଉଧାର ରାଧା-ଧଵ
UPDATED: January 29, 2017