Skip to main content

Jagannatha He Kichi Magun Nahin Mun Tote

·127 words·1 min
kksongs
Author
kksongs
Un-official KKsongs

Jagannatha He Kichi Magun Nahin Mun Tote
#

http://kksongs.org/image_files/image002.jpg

Krsna Kirtana Songs est. 2001                                                                                                                                                 www.kksongs.org

Home Song Lyrics J

Song Name: Jagannatha He Kichi Magun Nahin Mun Tote

Official Name: None

Author: Salabega

Book Name: None

Language: Odia

LYRICS:

(୧)

ଜଗନ୍ନାଥ ହେ, କିଛି ମାଗୁ ନାହିଁ ମୁଁ ତୋତେ

ମାଗୁନାହିଁ ଧନ, ମାଗୁନାହିଁ ଜନ

ମାଗୁଛି ଶରଧ ବାଲିରୁ ହାତେ

(୨)

ଆନ ଦରଶନ ନ ଲୋଡେ ନଯନ ଏକ ତୁମ୍ଭେ ଦେଖା ବିନା

ସୁଣିବାକୁ କାନ ନାଇଚ୍ଛେ ଆନ ତୁମ୍ଭ ଚରିତେ କାମନା

(୩)

ଜିହ୍ଵ ନ ବାଞ୍ଛୈ ଗ୍ରାମ୍ଯ ଗାଇବାକୁ ରଜନୀ ଦିଵସ

ତୁମ୍ଭ ନାମବଲ କେବଳ ସନ୍ଖାଳି ହୈ ଥାଓ ପୀତଵାସ

(୪)

ନାସା ମୋର ତୃପ୍ତି ଲଭୈ ଆନ ସୁବାସ ଦ୍ରଵ୍ଯ ଆଘ୍ରାଣେ

ତଵ ଛଡା ମାଲ ତୁଲସୀ କୁସୁମ ଚନ୍ଦନ କର୍ପୂର ଧ୍ଯାନେ

(୫)

ମୋ ହସ୍ତ ଅନ୍ଗୁଲି ରାମ ଵନମାଲି ଜପୁଥାଉ ହରେ କୃଷ୍ଣ

କହେ ସାଲବେଗ ଜତିରେ ଯଵନ ତୋ ତୀର୍ଥେ ଜାଉ ମୋ ପ୍ରାଣ

UPDATED: January 29, 2017