Jagabandhu He Gosain #
Krsna Kirtana Songs est. 2001 www.kksongs.org
Home ⇒ Song Lyrics ⇒ J
Song Name: Jagabandhu He Gosain
Official Name: None
Author: Salabega
Book Name: None
Language: Odia
LYRICS:
(୧)
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀ ଚରଣ ବିନୁ ଆନ୍ଯ ଗତି ନାହିଁ
(୨)
ସାତସ ପଚାଶ କୋଶ ଚାଲି ନ ପାରୈ
ମୋହ ଜିଵାଜାଏଁ ନନ୍ଦିଘୋଷେ ଥିଵ ରହି
(୩)
ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା
ଝଲ ମଲ ଦିଶୁଥାଇ ପ୍ରଭୁ ଚକାଡୋଲା
(୪)
ବାଇଶୀ ପାହଛ ତାଲେ ବିକାହୁଏ ଭାତ
ଦର୍ଶନ ତେଣିକି ଥାଉ କୈଵଲ୍ଯେ ମୁକତ
(୫)
ଆଗେ ଚାଲେ ବଲଭଦ୍ର ମଧ୍ଯେ ଚାନ୍ଦ ମୁଖୀଞ୍ରେ
ଆସୁଛି କାଲିଆ ପଛେ ଗହଲ ଲଗାଇରେ
(୬)
କହେ ସାଲବେଗ ହୀନ ଜାତୀରେ ଯଵନ
ଏହୀମତେ ଆଜ୍ଞା ହେଓ ’ସିରି ବୃନ୍ଦାଵନ
UPDATED: January 29, 2017